ଉଇ ଶିଶୁଗୀତ
ଉଇ ମୋ ନାଁ ଟି ଉଇ ମାଟିରେ ଥାଇ କାଠକୁ ଖାଇ ପେଟ ପୁରାଇ ମୋ ନାଁ ଟି ଉଇ | ଇଟା ମାଟିର ଘର ନ ଥାଏ ମୋ ପାଇଁ ଡର ଚାଳ ଛପର ଘର କରଇ ନାରଖାର ଲୁଗା ପଟାକୁ ଖାଇ ମୋ ନାଁ ଟି ଉଇ ll ଧନ୍ୟବାଦ 🙏
growrainbowlyrics is a channel where you can found rhymeslyrics , devotionallyrics, patrioticlyrics.