Posts

Showing posts with the label patrioticsonginodia

Tuhi ma janamabhumi

Image
            ତୁହି ମା’ ଜନମଭୂମି                                ଭକ୍ତକବି ମଧୁସୂଦନ ରାଓ ତୁହି ମା’ ଜନମଭୂମି ପବିତ୍ର ଭାରତଭୂମି ତୋହର ସନ୍ତାନ ଆମ୍ଭେ ଅଟୁ ସରବେ; ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା ଗାଇବା ତୋହର ନାମ ଆନନ୍ଦ ରବେ । ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।୧। ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର ମସ୍ତକରେ ହିମାଳୟ ପର୍ବତବର; ଦୁଇ ପାରୁଶେ ଜଳଧି  ବ୍ରହ୍ମପୁତ୍ର ସିନ୍ଧୁ ନଦୀ ଚରଣରେ ବିରାଜିତ ମହାସାଗର। ବିନ୍ଧ୍ୟ ଗିରିବର କଟିରେ, ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ |୨| ଜନମିଲେ ତୋ’ କୋଳରେ କେତେ ସୁର ବୀର ନରେ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜ୍ଜୁନ; ମହାକବି ବେଦବ୍ୟାସ, ବାଲମୀକି, କାଳିଦାସ ଗାଇଲେ ପବିତ୍ରକଣ୍ଠେ ତୋହରି ଗୁଣ । ଚୈତନ୍ଯାଦି ମହାତ୍ମାଜନେ, ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।୩। କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ କେତେ ବୀରନାରୀ କେତେ ବୀରଜନନୀ; ସମସ୍ତେ ତୋର ଦୁହିତା ପଦ୍ମିନୀ, ସାବିତ୍ରୀ, ସୀତା, ଦୁର୍ଗାବତୀ ଆଦି କେତେ ବୀରରମଣୀ। ନମଇ ମା’ ଭକତିଭରେ ଅଧମ ଅକ୍ଷମ ସୁତ ତୋ’ ଚରଣରେ ।୪। ଧନ୍ୟବାଦ 🙏

E mere watan k logo lyrics in odia

Image
 ଏ ମେରେ ବତନ କେ ଲୋଗୋ କଣ୍ଠ -  ଶ୍ରୀମତୀ ଲତା ମଙ୍ଗେସକର ଗୀତିକାର - ପ୍ରଦୀପ କୁମାରସଂଗୀତ  ନିର୍ଦେଶକ - ସି -ରାମଚନ୍ଦ୍ର  ଆଆ ଆ ଆଆ ଏ ମେରେ ବତନ କେ ଲୋଗୋଁ ତୁମ ଖୂବ ଲଗା ଲୋ ନାରା ୟେ ଶୁଭ ଦିନ ହୈ ହମ ସବ କା ଲହରା ଲୋ ତିରଙ୍ଗା ପ୍ୟାରା ପର ମତ ଭୂଲୋ ସୀମା ପର ବୀ୍ରୋଂ ନେ ହୈ ପ୍ରାଣ ଗବାଏ କୁଛ ୟାଦ ଉହ୍ନେ ଭି କର ଲୋ କୁଛ ୟାଦ ଉହ୍ନେ ଭି କର ଲୋ  ଜୋ ଲୌଟ କେ ଘର ନା ଆୟେ  ଜୋ ଲୌଟ କେ ଘର ନା ଆୟେ ଏ ମେରେ ବତନ କେ ଲୋଗୋଁ ଜରା ଆଁଖ ମେଁ ଭର ଲୋ ପାନି  ଜୋ ଶହୀଦ ହୁଏ ହୈ ଉନକି ଜରା ୟାଦ କରୋ କୁରୁ ବାନି (2) ତୁମ ଭୁଲ ନା ଜାଵୋ ଉନକୋ ଇସଲିଏ ଶୁନୋ ୟେ କାହାନୀ ଜୋ ଶହୀଦ ହୁଏ ହୈ ଉନକି ଜରା ୟାଦ କରୋ କୁରୁ ବାନି ଜବ ଘାୟଲ ହୁଅ ହିମାଳୟ  ଖତରେ ମେଁ ପଡି ଆଜ଼ାଦି  ଜବ ତକ ଥି ଶାନ୍ସ ଲଡ଼େ ୱ  ଜବ ତକ ଥି ଶାନ୍ସ ଲଡ଼େ ୱ  ଫିର ଆପନୀ ଲାଶ ବିଛାଦି  ସଂଗୀନ ପେ ଧର କର ମାଥା  ସୋ ଗଏ ଅମର ବଳିଦାନୀ  ଜୋ ଶହୀଦ ହୁଏ ହେଁ ଉନକି  ଜ଼ରା ୟାଦ କରୋ କରୁବାନି   ଜବ ଦେଶ ମେଁ ଥି ଦିୱାଲୀ  ୱ ଖେଲ ରହେ ଥେ ହୋଲି  ଜବ ହମ ବୈଠେ ଥେ ଘରୋ ମେଁ ଜବ ହମ ବୈଠେ ଥେ ଘରୋ ମେଁ ୱ ଝେଲ ରହେ ଥେ ଗୋଲୀ  ଥେ ଧନ୍ୟ ଯବାନ ୱ ଆପନେ  ଥି ଧନ୍ୟ ୱ ଉନକି ଯବାନି  ଜୋ ଶହୀଦ ହୁଏ ହେଁ ଉନକ...