Posts

Showing posts with the label ବେଲୁନଵାଲାଗୀତ

Bablu babli gita in odia for kids

Image
     ଠୋ ଠା ବବଲୁ ବବଲି ଛାଡିଲେ ଡାକ ବେଲୁନ ବାଲା ବେଲୁନ ବାଲା ବେଲୁନ ଦେଇ ଯା' ନାଲିଆ ନେଳି ଭଳିକି ଭଳି ବେଲୁନ ଦେଇ ଯା '| ବବଲୁ ବବଲି ଖେଳିଲେ ଖେଳ ବେଲୁନ ଧରି କରିଲେ ଗେଲ ଆଠଟି ବେଲୁନ ଏକାଠି ଯୋଡି ଦେଲେ ଛାଡି ଗଲା ଆକାଶେ ଉଡି ବେଲୁନ ଫାଟିଲା ଠୋ ଠା ବବଲୁ ବବଲି ହାଃ ହାଃ |