Posts

Showing posts with the label Oriyarhymegotiekau

Odia rhyme ଗୋଟିଏ କାଉ

Image
  ଗୋଟିଏ କାଉ ଗୋଟିଏ କାଉ ମୁଁ ଦେଖିଲି,        ଡାଳରେ ବସିଥିଲା   l ଗୋଟିଏ ବଡ ରୁଟି ସିଏ,         ମୁଁହରେ  ଧରିଥିଲା  l ଗୋଟିଏ ଶିଆଳ  ଆସିଲା,            ଆଉ କହିଲା, କଳା କଳା ରଙ୍ଗ ତୋର         ସ୍ୱର ମଧୁର l ଯେମିତି କାଉ ମୁଁହ        ଖୋଲିଲା , ରୁଟିଟି ତାର ତଳେ         ପଡିଲା, ଶିଆଳ  ନେଇ ଛୁ  ମାରିଲା            ଆଉ      କାଉ କାନ୍ଦିଲା l