Posts

Showing posts with the label Oriyarhymetunatuni

Rhyme tunatuni

  ଟୁନା ଟୁନି ଟୁନା ଟୁନି ଭାଇ ଭଉଣୀ ଆଣିଲେ ଚାଉଳ ଚୂନା, ବିରି ବାଟିଲେ ଚକୁଳି କଲେ କହିଲେ ଚଟିଆ ଅନା । କବାଟ ଖୋଲି କହିଲା ଟୁନା ବାଘମାମୁଁ ହେ ଆସ, ଚକୁଳି ଚିନି ଚଟଣି ଖାଇ ଚଉକି ଉପରେ ବସ । ଚଉକି କଲା କଟକଟ ବାଘ ମାମୁଁ ଛଟପଟ ।   ଧନ୍ୟବାଦ 🙏