Rhyme tunatuni

 ଟୁନା ଟୁନି

ଟୁନା ଟୁନି ଭାଇ ଭଉଣୀ

ଆଣିଲେ ଚାଉଳ ଚୂନା,

ବିରି ବାଟିଲେ ଚକୁଳି କଲେ

କହିଲେ ଚଟିଆ ଅନା ।

କବାଟ ଖୋଲି କହିଲା ଟୁନା

ବାଘମାମୁଁ ହେ ଆସ,

ଚକୁଳି ଚିନି ଚଟଣି ଖାଇ

ଚଉକି ଉପରେ ବସ ।

ଚଉକି କଲା କଟକଟ

ବାଘ ମାମୁଁ ଛଟପଟ ।  


ଧନ୍ୟବାଦ 🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme