Panchoti thile musha chua ( ପାଞ୍ଚୋଟି ଥିଲେ ମୂଷା ଛୁଆ )
ପାଞ୍ଚୋଟି ଥିଲେ ମୂଷା ଛୁଆ ପାଞ୍ଚୋଟି ଥିଲେ ମୂଷା ଛୁଆ ଖାଉଥିଲେ ବିରି ବିରି ଖାଇ ଜଣେ ଗଲା ଆଉ ରହିଲେ ଚାରି ଚାରୋଟି ଥିଲେ ମୂଷା ଛୁଆ ବଜାଉଥିଲେ ଗିନି ଗିନି ବଜାଇ ଜଣେ ଗଲା ଆଉ ରହିଲେ ତିନି ତିନୋଟି ଥିଲେ ମୂଷା ଛୁଆ ଖାଉଥିଲେ ଦହି ଦହି ଖାଇ ଜଣେ ଗଲା ଆଉ ରହିଲେ ଦୁଇ ଦୁଇଟି ଥିଲେ ମୂଷା ଛୁଆ ପଢୁଥିଲେ ଅଙ୍କ ଅଙ୍କ ପଢି ଜଣେ ଗଲା ଆଉ ରହିଲା ଏକ ଏକଟି ଥିଲେ ମୂଷା ଛୁଆ ଖାଉଥିଲା ଧାନ ଧାନ ଖାଇ ଜଣେ ଗଲା ...