Odia rhyme ଗୋଟିଏ କାଉ
ଗୋଟିଏ କାଉ
ଗୋଟିଏ କାଉ ମୁଁ ଦେଖିଲି,
ଡାଳରେ ବସିଥିଲା l
ଗୋଟିଏ ବଡ ରୁଟି ସିଏ,
ମୁଁହରେ ଧରିଥିଲା l
ଗୋଟିଏ ଶିଆଳ ଆସିଲା,
ଆଉ କହିଲା,
କଳା କଳା ରଙ୍ଗ ତୋର
ସ୍ୱର ମଧୁର l
ଯେମିତି କାଉ ମୁଁହ
ଖୋଲିଲା ,
ରୁଟିଟି ତାର ତଳେ
ପଡିଲା,
ଶିଆଳ ନେଇ ଛୁ ମାରିଲା
ଆଉ
କାଉ କାନ୍ଦିଲା l
ଗୋଟିଏ କାଉ
ଗୋଟିଏ କାଉ ମୁଁ ଦେଖିଲି,
ଡାଳରେ ବସିଥିଲା l
ଗୋଟିଏ ବଡ ରୁଟି ସିଏ,
ମୁଁହରେ ଧରିଥିଲା l
ଗୋଟିଏ ଶିଆଳ ଆସିଲା,
ଆଉ କହିଲା,
କଳା କଳା ରଙ୍ଗ ତୋର
ସ୍ୱର ମଧୁର l
ଯେମିତି କାଉ ମୁଁହ
ଖୋଲିଲା ,
ରୁଟିଟି ତାର ତଳେ
ପଡିଲା,
ଶିଆଳ ନେଇ ଛୁ ମାରିଲା
ଆଉ
କାଉ କାନ୍ଦିଲା l
Comments
Post a Comment