Bablu babli gita in odia for kids

     ଠୋ ଠା

ବବଲୁ ବବଲି ଛାଡିଲେ ଡାକ
ବେଲୁନ ବାଲା ବେଲୁନ ବାଲା
ବେଲୁନ ଦେଇ ଯା'
ନାଲିଆ ନେଳି ଭଳିକି ଭଳି
ବେଲୁନ ଦେଇ ଯା '|
ବବଲୁ ବବଲି ଖେଳିଲେ ଖେଳ
ବେଲୁନ ଧରି କରିଲେ ଗେଲ
ଆଠଟି ବେଲୁନ ଏକାଠି ଯୋଡି
ଦେଲେ ଛାଡି ଗଲା ଆକାଶେ ଉଡି
ବେଲୁନ ଫାଟିଲା ଠୋ ଠା
ବବଲୁ ବବଲି ହାଃ ହାଃ |



Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme