Posts

Showing posts from February, 2023

Gai dake hamma hamma kids nursery rhyme

            ଗାଈ ଡାକେ ହମ୍ମା ହମ୍ମା  ଗାଈ ଡାକେ ହମ୍ମା ହମ୍ମା କୁକୁର ଭୋ’-ଭୋ’ ବିଲେଇ କରେ ମିଆଉଁ ମିଆଉଁ ବିଲୁଆ ହୁକେ ହୋ’ । କାଉ ରାବଇ କା’-କା’ କୋଇଲି କୁହୁ-କୁହୁ ଶୁଆ ପଢ଼ଇ ରାମ୍ ରାମ୍ ପାରା ଘୁମୁରୁ ଘୁଉଁ। ଛେଳି ବୋବାଏ ମେଁ’ମେଁ ବେଙ୍ଗ କଟର କେଁ’ ମହୁମାଛିଟି ଗୁଣୁ ଗୁଣୁ ମେଣ୍ଢା ବୋବାଏ ଭେଁ "।