Gai dake hamma hamma kids nursery rhyme

            ଗାଈ ଡାକେ ହମ୍ମା ହମ୍ମା 


ଗାଈ ଡାକେ ହମ୍ମା ହମ୍ମା

କୁକୁର ଭୋ’-ଭୋ’

ବିଲେଇ କରେ ମିଆଉଁ ମିଆଉଁ

ବିଲୁଆ ହୁକେ ହୋ’ ।

କାଉ ରାବଇ କା’-କା’

କୋଇଲି କୁହୁ-କୁହୁ

ଶୁଆ ପଢ଼ଇ ରାମ୍ ରାମ୍

ପାରା ଘୁମୁରୁ ଘୁଉଁ।

ଛେଳି ବୋବାଏ ମେଁ’ମେଁ

ବେଙ୍ଗ କଟର କେଁ’

ମହୁମାଛିଟି ଗୁଣୁ ଗୁଣୁ

ମେଣ୍ଢା ବୋବାଏ ଭେଁ "।


Comments

Popular posts from this blog

Jinglebells rhyme for kids

Hop a little rhyme for kids

Five little ducks rhyme for kids