Maa saraswati bandana lyrics

            Maa saraswati bandana 


ya kundendu tusara hara dhabala

   Ya shubhra bastrabruta,

Ya bina baradanda mandita kara

      Ya sweta padmasana ||

Ya brahmachyuta shankar prabhutibhidebai sada bandita

Sa mam patu saraswati bhagabati niseshajadyapaha ||1||

Shuklam brahmabichara sara

paramamadyam jagadyapinim ||

Bina pustaka dharinimbhayadam jadyandhakarapaham ||

Haste sphatikamalikam bidadhatim

Padmasane sansthitam

Bande tam parameswarim bhagabatim budhipradam sharadam || 2 ||


       माँ सरस्वती बन्दना 


या कुन्देन्दुतुषारहारधवला या शुभ्रवस्त्रावृता

या वीणावरदण्डमण्डितकरा या श्वेतपद्मासना ||


या ब्रह्माच्युत शंकरप्रभृतिभिर्देवैः सदा वन्दिता

सा मां पातुसरस्वती भगवती निःशेषजाड्यापहा ॥१ ||


शुक्लां ब्रह्मविचार सार परमामाद्यां जगद्वयापिनीं

वीणा पुस्तक- धारिणीमभयदां जाड्यान्धकारापहाम | |

हस्ते स्फटिकमालिकां विदधतीं पद्मासने संस्थिताम

वन्दे तां परमेश्वरीं भगवतीं बुद्धिप्रदां शारदाम ॥२॥


  ମା ସରସ୍ବତୀ ବନ୍ଦନା


ଓଁ ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା ଯା ଶୁଭ୍ର ବସ୍ତ୍ରା ବୃତ୍ତା ,

ଯା ବୀଣା ବରଦଣ୍ଡ ମଣ୍ଡିତ କରା ଯା ଶ୍ୱେତ ପଦ୍ମାସନା |

ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିର୍ଭ ଦବୈ ସଦା ବନ୍ଦିତା,

ସା ମାଂ ପାତୁ ସରସ୍ବତୀ ଭଗବତୀ ନିଃଶେଷଜାଡ୍ୟାପହା ||

ଶୁକ୍ଳାମ ବ୍ରହ୍ମବିଚାର ସାର ପରମାମାଦ୍ୟ ଜଗଦ୍ବ୍ୟାପିନୀ,

ବୀଣା ପୁସ୍ତକ ଧାରିଣୀ ମଭୟଦା ଜାଡ଼ାନ୍ଧକାରା ପହାମ୍ ।

ହସ୍ତେ ସ୍ଫଟିକ ମାଳିକା ଚ ଦଧତୀ ପଦ୍ମାସନେ ସଂସ୍ଥିତା,

ବନ୍ଦେ ତାଂ ପରମେଶ୍ଵରୀ ଭଗବତିଂ ବୃଦ୍ଧିପ୍ରଦାମ ଶାରଦାମ୍ ll


ଅର୍ଥାତ ଯିଏ କୁନ୍ଦ (ମଲ୍ଲୀ) ପୁଷ୍ପ , ଚନ୍ଦ୍ରମା, ତୁଷାର (ବରଫ ) ଏବଂ ହାର ସଦୃଶ
ଶ୍ୱେତବର୍ଣ୍ଣା ଅଟନ୍ତି, ଯିଏ ଶୁଭ୍ରବସ୍ତ୍ର ପରିଧାନ କରିଛନ୍ତି, ଯିଏ ହସ୍ତରେ
ବୀଣା ଧାରଣ କରିଛନ୍ତି, ଯିଏ ଶ୍ଵେତପଦ୍ମ ଉପରେ ଉପବେଶନ
କରିଛନ୍ତି ଏବଂ ଯିଏ ସମସ୍ତ ପ୍ରକାର ଜଡ଼( ଅଜ୍ଞାନତା) ହରଣ କରନ୍ତି
ସେହି ଭଗବତୀ ସରସ୍ଵତୀ ମତେ ରକ୍ଷା କରନ୍ତୁ ।
ଯିଏ ଶ୍ୱେତବର୍ଣ୍ଣା ଅଟନ୍ତି, ବ୍ରହ୍ମବିଚାରର ପରମତର୍ ଅଟନ୍ତି, ସାରା
ସଂସାରରେ ବ୍ୟାପ୍ତ ଅଟନ୍ତି, ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରିଛନ୍ତି,
ଅଭୟଦାୟିନୀ ଅଟନ୍ତି, ମୂର୍ଖତାରୂପୀ ଅନ୍ଧକାରକୁ ହରଣ କରନ୍ତି, ହସ୍ତରେ
ସ୍ତଟିକମଣିମାଳା ଧାରଣ କରିଛନ୍ତି ଏବଂ ପଦ୍ମାସନରେ ବିରାଜମାନା
ଅଟନ୍ତି, ମୁଁ ସେହି ଆଦ୍ୟା ପରମେଶ୍ଵରୀ ଭଗବତୀ ବୁଦ୍ଧିପ୍ରଦାୟନୀ
ସରସ୍ବତୀଙ୍କୁ ବନ୍ଦନା କରୁଛି ।


ଧନ୍ୟବାଦ 🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme