Babuli kandhei sishugita in odia

 ବାବୁଲି କଣ୍ଢେଇ


ବାବୁଲି କଣ୍ଢେଇର ଗୋଡ ନାହିଁରେ
କଣ୍ଢେଇ କେମିତି ଚାଲିବ
ବଗର ଗୋଡ ଲଗାଇ ଏମିତି ଚାଲିବ ।
        ବାବୁଲି କଣ୍ଢେଇର ହାତ ନାହିଁରେ
        କଣ୍ଢେଇ କେମିତି ଲେଖୁବ
        ମଣିଷର ହାତ ଲଗାଇ ଏମିତି ଲେଖୁବ ।
ବାବୁଲି କଣ୍ଢେଇର ନାକ ନାହିଁରେ
କଣ୍ଢେଇ କେମିତି ଶୁଙ୍ଘିବ
ହାତୀର ଶୁଣ୍ଢ ଲଗାଇ ଏମିତି ଶୁଙ୍ଘିବ |
        ବାବୁଲି କଣ୍ଢେଇର ଆଖୁ ନାହିଁରେ
        କଣ୍ଢେଇ କେମିତି ଦେଖୁବ
       ପେଚାର ଆଖୁ ଲଗାଇ ଏମିତି ଦେଖୁବ
ବାବୁଲି କଣ୍ଢେଇର ପାଟି ନାହିଁରେ
କଣ୍ଢେଇ କେମିତି ଖାଇବ
ବାଘର ପାଟି ଲଗାଇ ଏମିତି ଖାଇବ |






ଧନ୍ୟବାଦ 🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme