Jhul re hati jhul rhyme in odia

 ଝୁଲରେ  ହାତୀ ଝୁଲ


ଝୁଲରେ ହାତୀ ଝୁଲ
ବାଆ ପାଣି ପିଇ ଫୁଲ
ଟଙ୍କା ପଇସା ପାଇଲେ ତୁଯେ
ମାହୁନ୍ତ ହାତରେ ଦେଉ
କଦଳୀଟିଏ ପାଇଲେ ତୁହି
ପାଟିକି ପକାଇ ଦେଉ |

https://youtube.com/shorts/SlCT9X97Y2s?feature=share

ଧନ୍ୟବାଦ 🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme