Kichiri michiri odia gita


     କିଚିରି  ମିଚିରି 



କିଚିରି ମିଚିରି କିଚିରି ମିଚିରି

କିଚିରି ମିଚିରି ଚଟିଆ

ଧାନ ଜଗିଥିଲା ନଟିଆ

ନଟିଆ ଧରିଲା ବାଡ଼ି

ଚଟିଆ ଗଲା ଉଡି |




Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme