Kua kahila odia sishu gita

କୁଆ କହିଲା ଓଡ଼ିଆ ଶିଶୁ ଗୀତ






କୁଆ କହିଲା,   " ରାତି  ପାହିଲା  "
ବଣି କହିଲା ,    "ଅନ୍ଧାର ଗଲା "
ଚିଲ କହିଲା,     " ଫରଚା  ହେଲା "
ବଗ କହିଲା,     " ନିଦ ଭାଙ୍ଗିଲା "
ପାରା କହିଲା,     " ଲିଭିଲା ତାରା "
ଶୁଆ କହିଲା,      " ଆସିବ ଖରା "
କୁନି କହିଲା,        "ବୋଉଲୋ ବୋଉ
ତୋ ଘୁଙ୍ଗୁଡ଼ି         ଏତିକି ଥାଉ  "  ll









  ଏହି ଗୀତ ରୁ ପିଲାମାନେ ବହୁତ ଗୁଡିଏ ପକ୍ଷୀଙ୍କ   ନାମ ଜାଣି ପାରିବେ  l    

ଧନ୍ୟବାଦ 🙏







Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme