Amere jete tiki saina sishugita odia

 ଆମେରେ ଯେତେ ଟିକି ସଇନ

ଆମେରେ ଯେତେ ଟିକି ସଇନ,
    ଦୂରକରି ଦେଶୁ  ଦୁଃଖ ଦଇନ
ଯୋଗାଇ ସଭିଙ୍କୁ ଖାଦ୍ୟ ବସନ,
    ଗଢ଼ିବୁ ଦେଶକୁ  କରି  ମହାନ
ଗାଇ ବୁଲୁଥିବୁ  ପୁଲକିତ କଣ୍ଠେ
    ଜୟ ଯବାନ୍  ଜୟ କିଷାନ୍  l



Comments

Popular posts from this blog

Jinglebells rhyme for kids

Thila eka thekua shishu gita

Water rhyme