Odia rhyme pitha
ପିଠା
କାକରା ପିଠା ବହୁତ ମିଠା
ଆରିଷା ପିଠା ଟାଣ
ଘିଅରେ ଯଦି ଛଣା ହୋଇଛି
ଆଉ ଦୁଇଟା ଆଣ
ମଣ୍ଡା ପିଠା ଗୁଲୁଗୁଲିଆ
ନଡ଼ିଆ ଗୁଡ ମିଶେ
ବିରି ଚାଉଳ ଚକୁଳି ପିଠା
ଜହ୍ନ ପରିକା ଦିଶେ
ପିଠା ତ ପିଠା ପୋଡ ପିଠା
ଛେନାରେ ମିଶେ ସୁଜି
କାଟି କାଟିକା ବାଣ୍ଟି ବାଣ୍ଟିକା
ଖାଇଲେ ମାନ ବୁଝି l
ଧନ୍ୟବାଦ 🙏
Comments
Post a Comment