Bapa bou kahanti odia sishugita


     ବାପା ବୋଉ କହନ୍ତି

ବାପା, ବୋଉ କହନ୍ତି ମୋତେ
            ସବୁଠୁ ଭଲ ପିଲା ତୁ,
ସକାଳୁ ଜଲଦି ଉଠୁଛୁ ତୁ
       ରାତିରେ ଜଲଦି ଶୋଉଛୁ ତୁ ।
ବଡ଼ଙ୍କ କଥା ମାନୁଛୁ ତୁ,
        ସମ୍ମାନ ବି ଦେଇ ଜାଣିଛୁ ତୁ,
ସମୟରେ ପାଠ ପଢୁଛୁ ତୁ,
        ଆଉ ସତ କଥା କହୁଛୁ ତୁ ।
ବାପା, ବୋଉ କହନ୍ତି ମୋତେ
          ସବୁଠୁ ଭଲ ପିଲା ତୁ ।






ଧନ୍ୟବାଦ 🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme