Eka dui tini chari odia sishugita


     ଏକ ଦୁଇ ତିନି ଚାରି

ଏକ ଦୁଇ ତିନି ଚାରି
      ପାଞ୍ଚ, ଛଅ, ସାତ
ଆଠ ନଅ ଦଶ
      ଆସରେ ପିଲା ବଣକୁ ଯିବା
          ହସ ହସ ହସ
ପାଚିଲା ପାଚିଲା
       କୋଳି ତୋଳିବା
କାଇଁଚ ପତର ପାରି ଶୋଇବା,
        ହାଁ   ---
ବଣରେ ଆମେ ରୋଷେଇ କରି
        ଭାଲୁ ମାଙ୍କଡ଼ଙ୍କ ନାଚ ଦେଖିବା
                ହସ ହସ ହସ  l







ଧନ୍ୟବାଦ 🙏

Comments

Popular posts from this blog

Jinglebells rhyme for kids

Thila eka thekua shishu gita

Water rhyme