Kagaja danga bhasija odia song for kids

    କାଗଜ  ଡଙ୍ଗା ଭାସିଯା


(ତୁମେମାନେ ସବୁ ବର୍ଷାରେ ଓଦା ହୋଇ କ’ଣ କରୁଛ ?)
ଆମେ ମାନେ କାଗଜ ଡଙ୍ଗା ତିଆରି କରୁଛୁ, ଏଇ ପାଣିରେ ଭସାଇବୁ)
ହେୟାରେ ହେୟା, ହେୟା ହୋ ----
ଭାସିଯାରେ ଭାସିଯା
କାଗଜ ଡଙ୍ଗା ଭାସିଯା
ଘୋଟି ଆସିଲାଣି ଆକାଶରେ ଘୋର ମେଘ ବାଆ 
ଭାସିଯାରେ ଭାସିଯା ---
ପବନ ବହୁଛି ଝିପି ଝିପି ମେଘ ବରଷଇ
ବିଜୁଳି ଚମକେ ଘଡ଼ଘଡ଼ି ଡାକେ ରହି ରହି
ଭାସିଯାରେ ଭାସିଯା ---





ଧନ୍ୟବାଦ 🙏

Comments

Popular posts from this blog

Jinglebells rhyme for kids

Hop a little rhyme for kids

Five little ducks rhyme for kids