Thia puchi naranga odia sishugita

   ଠିଆ ପୁଚି ନାରଙ୍ଗ

ଠିଆପୁଚି ନାରଙ୍ଗ,
ଗୋଡ଼ ଦିଇଟା ସାରଙ୍ଗ ।
ସାରଙ୍ଗ ବଣକୁ ଯାଇଥିଲି,
ସାରଙ୍ଗ କୋଳି ଆଣିଥିଲି ।
ଅଧେ କଲି କଞ୍ଚା, ଅଧେ କଲି ଭଜା,
ମୋ ଭାଇ ରାଜା, ମୋ ଭାଉଜ ରାଣୀ ।
ହିଡ଼ ତଳେ ଯେଉଁ ଗହୀର କୂଅ,
କିଏ କାଢ଼ି ଦେବ ପାଣି ?









Thank you🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme