Eka kain phulatiku dekha countingrhyme in odia

          ଏକ କଇଁ ଫୁଲଟିକୁ ଦେଖ ।


ଏକ : କଇଁ ଫୁଲଟିକୁ ଦେଖ ।

ଦୁଇ : ଘର ତୋଳୁ ଅଛି ଉଚ୍ଚ ।

ତିନି : ଆଣ ବଡ଼ଦାନା ଚିନି ।

ଚାରି : ଗୀତ ଗାଉଅଛି ଶାରୀ ।

ପାଞ୍ଚ : ମାଙ୍କଡ଼ କରୁଚି ନାଚ ।

ଛଅ : ଭଲ ଗପଟିଏ କହ ।

ସାତ : ନାଉରୀ ଧରିଛି କାତ ।

ଆଠ : ପଢ଼ିବି  ଭଲ ପାଠ ।

ନଅ : କାଗଜ କଲମ ଧଅ ।

ଦଶ : ଗୁରୁଜୀଙ୍କ ପାଖେ ବସ ।






ଧନ୍ୟବାଦ 🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme