Posts

Hey diddle diddle rhyme

Image
  Hey Diddle Diddle Hey diddle diddle The cat and the fiddle The cow jumped over the moon. The little dog laughed to see such a sport. And the dish ran away with the spoon.

Bits of paper rhyme

          BITS OF PAPER Bits of paper ,  Bits of paper  lying on the floor ,  lying on the floor  make the place untidy ,  make the place untidy , pick them up ,     pick them up.  https://youtu.be/Q7201QOPjRg?si=NgkjowT3Unho5FGe

Tuhi ma janamabhumi

Image
            ତୁହି ମା’ ଜନମଭୂମି                                ଭକ୍ତକବି ମଧୁସୂଦନ ରାଓ ତୁହି ମା’ ଜନମଭୂମି ପବିତ୍ର ଭାରତଭୂମି ତୋହର ସନ୍ତାନ ଆମ୍ଭେ ଅଟୁ ସରବେ; ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା ଗାଇବା ତୋହର ନାମ ଆନନ୍ଦ ରବେ । ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।୧। ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର ମସ୍ତକରେ ହିମାଳୟ ପର୍ବତବର; ଦୁଇ ପାରୁଶେ ଜଳଧି  ବ୍ରହ୍ମପୁତ୍ର ସିନ୍ଧୁ ନଦୀ ଚରଣରେ ବିରାଜିତ ମହାସାଗର। ବିନ୍ଧ୍ୟ ଗିରିବର କଟିରେ, ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ |୨| ଜନମିଲେ ତୋ’ କୋଳରେ କେତେ ସୁର ବୀର ନରେ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜ୍ଜୁନ; ମହାକବି ବେଦବ୍ୟାସ, ବାଲମୀକି, କାଳିଦାସ ଗାଇଲେ ପବିତ୍ରକଣ୍ଠେ ତୋହରି ଗୁଣ । ଚୈତନ୍ଯାଦି ମହାତ୍ମାଜନେ, ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।୩। କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ କେତେ ବୀରନାରୀ କେତେ ବୀରଜନନୀ; ସମସ୍ତେ ତୋର ଦୁହିତା ପଦ୍ମିନୀ, ସାବିତ୍ରୀ, ସୀତା, ଦୁର୍ଗାବତୀ ଆଦି କେତେ ବୀରରମଣୀ। ନମଇ ମା’ ଭକତିଭରେ ଅଧମ ଅକ୍ଷମ ସୁତ ତୋ’ ଚରଣରେ ।୪। ଧନ୍ୟବାଦ 🙏

Eka kain phulatiku dekha countingrhyme in odia

Image
           ଏକ କଇଁ ଫୁଲଟିକୁ ଦେଖ । ଏକ : କଇଁ ଫୁଲଟିକୁ ଦେଖ । ଦୁଇ : ଘର ତୋଳୁ ଅଛି ଉଚ୍ଚ । ତିନି : ଆଣ ବଡ଼ଦାନା ଚିନି । ଚାରି : ଗୀତ ଗାଉଅଛି ଶାରୀ । ପାଞ୍ଚ : ମାଙ୍କଡ଼ କରୁଚି ନାଚ । ଛଅ : ଭଲ ଗପଟିଏ କହ । ସାତ : ନାଉରୀ ଧରିଛି କାତ । ଆଠ : ପଢ଼ିବି  ଭଲ ପାଠ । ନଅ : କାଗଜ କଲମ ଧଅ । ଦଶ : ଗୁରୁଜୀଙ୍କ ପାଖେ ବସ । ଧନ୍ୟବାଦ 🙏

A janha mamu saraga sasi odia sisu gita lyrics

Image
         ଆ’ ଜହ୍ନ ମାମୁଁ ସରଗ ଶଶି ଆ’ ଜହ୍ନ ମାମୁଁ ସରଗ ଶଶି ମୋ କାହ୍ନୁ ହାତରେ ପଡତୁ ଖସି । ମୋ କାହ୍ନୁ ତୋତେ କରିବ ଗେଲ ଖାଇବାକୁ ଦେବ ଲବଣୀ  ସର | ଖାଇପିଇ ତୁଯେ ହୋଇବୁ ଖୁସି ଆ ଜହ୍ନ ମାମୁଁ ସରଗ ଶଶି | ଆ ଜହ୍ନ ମାମୁଁ ଓହ୍ଲେଇ ଆ ମୋ ଧନ ମଣିକୁ  ଗେହ୍ଲେଇ ଯା | ଆଣିବୁ ତା ପାଇଁ ନାଲିଆ ଛତା ମୁଣ୍ଡକୁ ପଗଡି ପାଦକୁ  ଜୋତା | ଶୁଆ ଥଣ୍ଟ ପରି ନାଲିଆ ଜାମା ଆଣି ତା ପାଖରେ କରିବୁ ଜମା | ଆ’ ଜହ୍ନ ମାମୁଁ ସରଗ ଶଶି ମୋ କାହ୍ନୁ ହାତରେ ପଡତୁ ଖସି ||

Rain rain go away rhyme

Image
 Rain, rain go away, Come again another day, Mother and I want to play, Rain, rain go away. Rain, rain go away, Come again another day Brother and I want to play, Rain, rain go away. Rain, rain, go away, Come again another day, Father and I want to play, Rain, rain go away.

Achyutam keshavam song lyrics

Image
 Achyutam Keshavam  Krishna Damodaram Ram Narayanam Janaki Ballabham ll Kaun Kehte Hai Bhagvan ate nahi Tum Meera ke jaise bulate nahi ll Kaun Kehte Hai Bhagvan Khate nahi Ber Shabri Ke Jaise khilate nahi ll Achyutam Keshavam  Krishna Damodaram Ram Narayanam Janaki Ballabham ll Kaun Kehte Hai Bhagavan Sote Nahi Maa Yashoda ke J aise Sulate Nahi ll Achyutam Keshavam  Krishna Damodaram Ram Narayanam Janaki Ballabham ll Kaun Kehte Hai Bhagavan Nachte Nahi Gopiyon Ki Tarah Hum Nachate Nahin ll Achyutam Keshavam  Krishna Damodaram Ram Narayanam Janaki Ballabham ll