Posts

Showing posts from January, 2022

କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର

Image
କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର ଘେନ ଆମ ଶିଶୁ ବିନତି ସର୍ବେ ଯୋଡୁଛୁ କର ଦେଇଛ ଜନମ ଜଗତ-ସେବା କରିବା ପାଇଁ ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ ତୁମରି ଦାନ ଏ ଜୀବନ ଲାଗୁ ବିଶ୍ବ କଲ୍ୟାଣ ରହିଥାଉ ଆମ ଭକତି ଗୁରୁଜନ ଚରଣେ ଦୁଃଖୀ ରଙ୍କୀ ରୋଗୀ ସେବାରେ ଲାଗୁ ମନ ଆମ୍ଭର ଝଡ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ କ୍ରୋଧ ହିଂସାଠାରୁ ଦୂରରେ ଆମେ ରହିବା ପାଇଁ ଦିଅ ଭରି ତବ ଶକତି ସବୁ ଯିବୁ ଏଡାଇ ମନ୍ଦ ଚିନ୍ତା ମନ୍ଦ କରମ ଯାଉ ଆମକୁ  ଛାଡି ଦିଅ ସଦଜ୍ଞାନ ସୁବୁଦ୍ଧି ମାଗୁଛୁ ହାତ ଯୋଡି କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର ଘେନ ଆମ ଶିଶୁ ବିନତି ସର୍ବେ ଯୋଡୁଛୁ କର ଙ୍କୀ ଧନ୍ୟବାଦ 🙏

Rhyme tunatuni

  ଟୁନା ଟୁନି ଟୁନା ଟୁନି ଭାଇ ଭଉଣୀ ଆଣିଲେ ଚାଉଳ ଚୂନା, ବିରି ବାଟିଲେ ଚକୁଳି କଲେ କହିଲେ ଚଟିଆ ଅନା । କବାଟ ଖୋଲି କହିଲା ଟୁନା ବାଘମାମୁଁ ହେ ଆସ, ଚକୁଳି ଚିନି ଚଟଣି ଖାଇ ଚଉକି ଉପରେ ବସ । ଚଉକି କଲା କଟକଟ ବାଘ ମାମୁଁ ଛଟପଟ ।   ଧନ୍ୟବାଦ 🙏

Odia rhyme ଗୋଟିଏ କାଉ

Image
  ଗୋଟିଏ କାଉ ଗୋଟିଏ କାଉ ମୁଁ ଦେଖିଲି,        ଡାଳରେ ବସିଥିଲା   l ଗୋଟିଏ ବଡ ରୁଟି ସିଏ,         ମୁଁହରେ  ଧରିଥିଲା  l ଗୋଟିଏ ଶିଆଳ  ଆସିଲା,            ଆଉ କହିଲା, କଳା କଳା ରଙ୍ଗ ତୋର         ସ୍ୱର ମଧୁର l ଯେମିତି କାଉ ମୁଁହ        ଖୋଲିଲା , ରୁଟିଟି ତାର ତଳେ         ପଡିଲା, ଶିଆଳ  ନେଇ ଛୁ  ମାରିଲା            ଆଉ      କାଉ କାନ୍ଦିଲା l

Maa saraswati bandana lyrics

            Maa saraswati bandana  ya kundendu tusara hara dhabala    Ya shubhra bastrabruta, Ya bina baradanda mandita kara       Ya sweta padmasana || Ya brahmachyuta shankar prabhutibhidebai sada bandita Sa mam patu saraswati bhagabati niseshajadyapaha ||1|| Shuklam brahmabichara sara paramamadyam jagadyapinim || Bina pustaka dharinimbhayadam jadyandhakarapaham || Haste sphatikamalikam bidadhatim Padmasane sansthitam Bande tam parameswarim bhagabatim budhipradam sharadam || 2 ||        माँ सरस्वती बन्दना  या कुन्देन्दुतुषारहारधवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना || या ब्रह्माच्युत शंकरप्रभृतिभिर्देवैः सदा वन्दिता सा मां पातुसरस्वती भगवती निःशेषजाड्यापहा ॥१ || शुक्लां ब्रह्मविचार सार परमामाद्यां जगद्वयापिनीं वीणा पुस्तक- धारिणीमभयदां जाड्यान्धकारापहाम | | हस्ते स्फटिकमालिकां विदधतीं पद्मासने संस्थिताम वन्दे तां परमेश्वरीं भगवतीं बुद्धिप्रदां शारदाम ॥२॥    ମା ସରସ୍ବତୀ ବନ୍ଦନା ଓଁ ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା ଯା ଶୁଭ୍ର ବସ୍ତ୍ରା ବୃତ୍ତା , ଯା ବୀଣା ବରଦଣ୍ଡ ମଣ୍ଡିତ କର