Bablu babli gita in odia for kids
![Image](https://blogger.googleusercontent.com/img/b/R29vZ2xl/AVvXsEjxDVoQv63b3NBL4CvdmCg99s2c-8Ju8D3-ty7L1LRxZjFNXAU93uMMZgXmw6U0ktOEImfHHvxNvElsMv5C2Qzcq-tk6SzCXHKbGyjJ6gXleWjz4GhYEo-veTcve0g_78HNOKFyMAl0kVBLAol_QR7ExpDlWpPT7Vb8DVg5K-EEAqhAPzfhxIV5zLmkKw/s16000/IMG_20220428_155913.jpg)
ଠୋ ଠା ବବଲୁ ବବଲି ଛାଡିଲେ ଡାକ ବେଲୁନ ବାଲା ବେଲୁନ ବାଲା ବେଲୁନ ଦେଇ ଯା' ନାଲିଆ ନେଳି ଭଳିକି ଭଳି ବେଲୁନ ଦେଇ ଯା '| ବବଲୁ ବବଲି ଖେଳିଲେ ଖେଳ ବେଲୁନ ଧରି କରିଲେ ଗେଲ ଆଠଟି ବେଲୁନ ଏକାଠି ଯୋଡି ଦେଲେ ଛାଡି ଗଲା ଆକାଶେ ଉଡି ବେଲୁନ ଫାଟିଲା ଠୋ ଠା ବବଲୁ ବବଲି ହାଃ ହାଃ |